STORYMIRROR

Puspanjali Panda

Classics

3  

Puspanjali Panda

Classics

ଆଖି

ଆଖି

1 min
228

କହିବା ପାଇଁ କି ମନକଥା ଯେବେ

ଇଚ୍ଛା ମୋ ଅଧର୍ଯ୍ୟ ହୁଏ

ଆଖି ଲୁହରେେ ଭିଜେଇ ଦିଏ

ଇଚ୍ଛା ଆପେ ଆପେ ମରି ଯାଏ।

ଦେଖିିବା ପାଇଁ କି ତୁମକୁ ଯେବେ 

ମୋ ମନ ଟା ଉଚ୍ଚାଟ ହୁଏ

ଆଖି ବନ୍ଦ କରିି ଦେଖି ନିିିଏ

ମନ ବୋଧ ହୋଇମୋର ଯାଏ।

ପ୍ରେମରେ ଜଡେଇ ଧରିବା ପାଇଁ କି

ଦେହ ଦାହ ଦେଉଥାଏ

ଆଖି ଆକାଶ ରେ ଲାାଖିରହେ

କଇଁ ଜହ୍ନ କଥା ଭାବିନିଏ।

ବହଳ ନିଦରେ ସଅଳ ସପନ

ଦେଖିିବାର ସ୍ୱପ୍ନ ହୁଏ

ନିିିଦପୁୁରା ହଜିଯାଏ

ଆଖି ପତା ଓଦା ହୋଇଯାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics