Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance Classics Fantasy

3  

arun sahoo

Romance Classics Fantasy

ଆକାଶେ କି ରଙ୍ଗ ଲାଗିଲା

ଆକାଶେ କି ରଙ୍ଗ ଲାଗିଲା

1 min
400


ହୃଦୟର ଜଳେ ଭୁଲି ଚାଲିଗଲା

ଚାହିଁଲାନି ଫେରି ଦେଖିଲାନି ପ୍ରତିଛବି

ପ୍ରତିଶ୍ରୁତି ଭୁଲି ଦେଇଗଲା ବ୍ୟଥା

ପ୍ରିତିର ପରଶ ମଣି ।


ହେଲେ ମୁଁ ସାଜିଲି ପ୍ରତାରଣା ତାର

ରାତିର ପଣତେ ଶୋଇଗଲା ସିଏ

ପ୍ରତିର ଗୀତରେ ହଜି ଆକାଶେ ।


ଆକାଶ ପାଲଟେ ମେଘର ଅନ୍ଧାରେ

ଆଶରାଏ ମେଘ ଅରାଏ ଆକାଶୁ

ସଜେଇ ହୁଅଇ ବର ପୂର୍ବାର ବେଶେ

ରଙ୍ଗର ଗୋଲାପ ଫୁଲର ପାଖୁଡ଼ା

ଲାଗିଲା କି ଆକାଶେ 

ଆକାଶେ କି ରଙ୍ଗ ଲାଗିଲା ।



Rate this content
Log in

Similar oriya poem from Romance