STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆଜି ପାଇଁ ପଦେ

ଆଜି ପାଇଁ ପଦେ

1 min
276


ସମୟ ର ସୁଅ ଭାରି ଅମାନିଆ

ବୁଝେ ନାହିଁ ଭଲ ମନ୍ଦ

କ୍ଷଣିକେ ହସା ଏ 

କ୍ଷଣିକେ କନ୍ଦାଏ

 ହଜାଏ ସୁଖର ନିଦ

କା କୋଳେ ଅଜା ଡେ ଅସରନ୍ତି ସୁଖ

କାହା ପାଇଁ ପରମାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational