STORYMIRROR

Ansuman Swain

Romance

3  

Ansuman Swain

Romance

ଆଜି କାହିଁ ମନେ ପଡ଼

ଆଜି କାହିଁ ମନେ ପଡ଼

1 min
279

ସତରେ ଆଜି ବହୁତ 

                 ମନେ ପଡୁଛ 

  କାହିଁକି କେଜାଣି 

          ଜାଣି ପାରୁନି 

ତମ ନିରବତା 

         ତମ ସହିଷ୍ଣୁତା 

ମୋତେ ଆଜି ତମ ପାଖକୁ 

              ଟାଣି ନେଉଛି 

ସୁରୁଜ ଡୁବିଲେ 

        ତାରକା ମାନେ ଯେପରି 

ତାଙ୍କର ଭାବନାର ପ୍ରତି ଭାଷାକୁ 

          ସୁନ୍ଦର ରମଣୀୟ କରିଥାନ୍ତି 

ସେହି ଭଳି ତମ କଥା 

          ଆଜି ବହୁତ ମନେ ପଡୁଛି 

ସତରେ କଣ ମୋ ଅଙ୍ଗକୁ ସ୍ପର୍ଶ କରନ୍ତନି ?

      ଏହି ମଧୁ ଭରା ରଜନୀରେ ,

ତମେ କଣ ସତରେ 

       ପଥର ପାଲଟି ଗଲ ।

ଆସ ଥରେ ଦେଖି ଯାଅ 

        ତମ ମନର ମାନଶୀ 

କେମିତି ଜୀଉଛି ସାଥି .......

                 ତମ ବିନା


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance