STORYMIRROR

Srinibas Mahalik

Inspirational

2  

Srinibas Mahalik

Inspirational

ଆଇନ

ଆଇନ

1 min
13.9K


ଆଇନକୁ ନିଜ ହାତକୁ ନେବାଟା

ବହୁତ ବଡ ଅପରାଧ

ଏଭଳି ଯେ କରେ ତାକୁ କୁହାଯାଏ

ମୂର୍ଖ ଅଶିକ୍ଷିତ ଗଧ ।।

ଅନ୍ୟ କାହାରିକୁ ଦଣ୍ଡ ଦେବା ପାଇଁ

ନାହିଁ ତୁମ ଅଧିକାର

ସେଥିପାଇଁ ଅଛି ଆଇନ୍ କାନୁନ୍

ସମ୍ବିଧାନ ବରାବର ।।

କେତେକ ଭାବନ୍ତି ଆମର ଆଇନ

କରେ ନାହିଁ କିଛି କାମ

ଆଇନକୁ ନେଇ ଏଭଳି ଭାବିବା

ସମ୍ପୂର୍ଣ୍ଣ ଭାବରେ ଭ୍ରମ ।।

ଆଇନ୍ ବ୍ୟବସ୍ଥାକୁ ସର୍ବଦା କରିବା

ସମ୍ମାନ ଓ ସହଯୋଗ

ଭାରତୀୟ ଭାବେ ପ୍ରତି ବ୍ୟକ୍ତିଙ୍କର

ଏହା ହିଁ କର୍ତ୍ତବ୍ୟ ଆଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational