STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଆହେ ସୂର୍ଯ୍ୟ ଦେବ

ଆହେ ସୂର୍ଯ୍ୟ ଦେବ

1 min
188

ଭଜନ,ଆହେ ସୂର୍ଯ୍ୟ ଦେବ

ସୁରେଶ ଚନ୍ଦ୍ର ପାଢୀ

ଆହେ ସୂର୍ଯ୍ୟ ଦେବ ଘେନ

    ନମସ୍କାର

ତୁମରି ଇଚ୍ଛା ରେ ଚାଲେ 

  ଏ ସାରା ସଂସାର

ତୁମରି କିରଣ ସଭିଏଁ ପାଆନ୍ତି

  ତୁମ ଦର୍ଶନ ରେ ଯୋଗୀ ପୁଣ୍ୟ

      ସେ ଲଭନ୍ତି

ତୁମେ ହିଁ ତ ସବୁ ରୋଗ 

   କରି ପାର ଦୂର

ତୁମେ ମହା ଜ୍ଞାନୀ ତୁମେ

    ଜ୍ଞାନ ର ଭଣ୍ଡାର

ଆହେ ଦିବାକର ତୁମେ କୃପା କର

  ଆଜ୍ଞାନ କୁ ନାଶି ଜ୍ଞାନ ଦିଅ   

      ଠାକୁର

ଆହେ ସୂର୍ଯ୍ୟ ଦେବ

ତୁମରି କୃପା ରେ ଶାମ୍ବ ରୋଗ 

  ମୁକ୍ତ ହେଲେ

ଜଗତ ବାସି ତୁମ ପାଦେ

  ପୂଜା କଲେ

 ତୁମ ବଂଶରେ ଶ୍ରୀ ରାମ ଜନ୍ମ ନେଲେ

    ମଜ୍ୟାଦା ପୁରୁଷ ହୋଇ ସେ ରହିଲେ

ଆହେ ପ୍ରଭୁ ଭାସ୍କର ଶଙ୍ଖ. ଚକ୍ର ଧର

   ତୁମ କୃପା ବଳେ ଦୁଃଖ 

     ସବୁ ଯିବ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics