Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Abstract Classics

4  

Anirudha Kund

Abstract Classics

ଆହେ ଲକ୍ଷ୍ମୀ ପତି

ଆହେ ଲକ୍ଷ୍ମୀ ପତି

1 min
245



ଆହେ ଲକ୍ଷ୍ମୀ ପତି ବାଧିଲାଣି ଅତି

    କେବେ ଦେବ ଦରଶନ

ହୃଦୟର କୋହ ଝରେ ହୋଇ ଲୁହ

  ଦୁଃଖେ ଆଜ ମୋ ଜୀବନ॥୦॥


ମନା ତୋ ମନ୍ଦିର ଆନନ୍ଦ ବଜାର 

    ମନା ତୋ ଚନ୍ଦ୍ର ବଦନ

କୈବଲ୍ୟ କଣିକା ତୋ ଛଡା ତୁଳସୀ

    ହେଲାଣି ଆଜ ସପନ  

କେଉଁ ଆଶା ନେଇ କାଳିଆ ଗୋସାଇଁ

    ରଖିବି ଏଇ ପରାଣ ॥୧॥


କାହିଁକି ବୁଝନା ମନର ବେଦନା

    କେମିତି ବଞ୍ଚିବି ଧନ

କରୁଣା ନିଦାନ ହେ କଳା ବାମନ

   ପାଗଳ ପରାଏ ପ୍ରାଣ

ହସିଦିଅ ଥରେ ସେ ରଙ୍ଗା ଅଧରେ

  ଦେଖାଇ ତୋ ପ୍ରଭୁ ପଣ॥୨॥


Rate this content
Log in

Similar oriya poem from Abstract