ଆହ୍ବାନ
ଆହ୍ବାନ
ଯେଉଁଠି ନ ଥିବ
ହିଂସା ଇର୍ଷା ଦ୍ବେଷ ର ଭାବନା
ହତ୍ୟା ଧର୍ଷଣ ର କ୍ଲୁପ୍ତ ଦ୍ୟୋତନା
ଜୀବନ ବଞ୍ଚି ବାର ଅବ୍ୟକ୍ତ ବେଦନା
ଭେଦଭାବ ର ତୁଙ୍ଗ ପ୍ରାଚୀର
ସ୍ଵାର୍ଥପରତା ର ଆତ୍ମୀୟ ଶୋଦର
କେବଳ.....
କେବଳ ଥିବ
ଶାନ୍ତି ମୈତ୍ରୀ ପ୍ରୀତି ଭାବନା
ଦେଶ ପ୍ରୀତିର ଶୁଭ୍ର ବନ୍ଦନା
ସ୍ନେହ ପ୍ରେମ ର ଅତୁଟ ବନ୍ଧନ
ଆଉ ନିଃସ୍ୱାର୍ଥ ହୃଦୟ ର
ସ୍ଵାଧୀନ ଆହ୍ଵାନ l
