STORYMIRROR

Anam Charan Sahoo

Abstract Action

3  

Anam Charan Sahoo

Abstract Action

ଆହ୍ବାନ ଏ ଦେଶ ଲାଗି

ଆହ୍ବାନ ଏ ଦେଶ ଲାଗି

1 min
228

ବିପଦ ବେଳାରେ ଡରି ନ ଯିବାରେ ଆମେ ପରା ଭାରତୀୟ

ମନକୁ ମନରେ ଯୋଡ଼ି ଦେବା ଆସ ଗାଇ ଏକତାର ଜୟ।

ବୁଡି ଯାଇଥିବା ଲୋକଟିଏ ପାଇଁ କୁଟାଖିଅ ହୁଏ ସାହା କରୋନା ବ୍ଯାଧିରେ ବିଶ୍ଵ

କବଳିତ କଷ୍ଟ ଭୋଗେ ମାଟି ମାଆ ଭାରତ ମାତାର ସୁତସୁତା ଆମେ ମନରେ ନାହିଁତ ଭୟ।

ଆଶାର ପ୍ରଦୀପ ଜଳାଇ ରଖିବା ଘରେ ଘରେ ଜାଳି ଦୀପ ପ୍ରଧାନମନ୍ତ୍ରୀଙ୍କ ଅଟେ ଏ ଆହ୍ବାନ

ତୁଣ୍ଡେ ମା ଗାୟତ୍ରୀ ଜପ ରାତ୍ର ନ' ଘଟିକା ନଅ ମିନିଟର ଅଟେ ସେ ଶୁଭ ସମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract