STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଆଗୋ ଚନ୍ଦ୍ରମା

ଆଗୋ ଚନ୍ଦ୍ରମା

1 min
234


ଏ ରାତି ଝୁମେ,ସେ ସ୍ବପ୍ନ ଝୁମେ 


  ଝୁମି ଝୁମି ହୁଏ ସେ ଆନମନା, 


ଏ ମନ ହଜେ, ସେ ନିଦ ହଜେ 


  ହଜି ହଜାଇ ଦିଏ ତା' ଠିକଣା, 


କଳ୍ପନା... ଆଗୋ....କଳ୍ପନା... 


   ତୁମେ ସଙ୍ଗୀତ ନା ତାର ମୂର୍ଚ୍ଛନା...!


ଚନ୍ଦ୍ରମା...ଆଗୋ ଚନ୍ଦ୍ରମା.... !!


   ତୁମେ ମେଘ ତଳେ ଲୁଚି ଯାଅନା, 


   ତୁମେ କଳାମେଘୀ କି ମୁଁ ଜାଣେନା..?


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance