ଝୁମି ଝୁମି ହୁଏ ସେ ଆନମନା, ଏ ମନ ହଜେ, ସେ ନିଦ ହଜେ ଝୁମି ଝୁମି ହୁଏ ସେ ଆନମନା, ଏ ମନ ହଜେ, ସେ ନିଦ ହଜେ
ମନବେଙ୍ଗ ରଟୁଥିବ ଜୀବନ ଗୀତ ଫିକା ଫିକା ଆଲୁଅରେ ଅଳପ ଶୀତ ଅଳସ ଆଖିକୁ ନିଦ ଆସିବ ଛାଇ ମନବେଙ୍ଗ ରଟୁଥିବ ଜୀବନ ଗୀତ ଫିକା ଫିକା ଆଲୁଅରେ ଅଳପ ଶୀତ ଅଳସ ଆଖିକୁ ନିଦ ଆସିବ ଛାଇ