Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଖୁଣ ଶିଳ୍ପୀ
ନିଖୁଣ ଶିଳ୍ପୀ
★★★★★

© Hrushikesh Satpathy

Inspirational Abstract Others

1 Minutes   1.1K    5


Content Ranking

ଏମିତି ନିଖୁଣ ଶିଳ୍ପୀ ଜଣେ ତୁମେ

ହାତ ବାଜିଗଲେ ପାଷାଣ ତରଲି ଯାଏ।

ତୂୂୂଳୀରେ ତୁମରି ଅପୂର୍ବ ଯାଦୁୁ ପରଶ

ରଙ୍ଗ ବୋଳିିଦେଲେ ପ୍ରକୃତି ବୀଣା ବଜାଏ।

ଏମିତି ବିଶାଳ ହୃଦୟ ଅଛି ତୁମର

ଜଗତ ଯାକର ଦରଦ ସାଉଟି ଥାଏ।

ଭକତ ପ୍ରେମିିକ ସକଳଙ୍କ ସୁଖ ପାଇଁ

ନୟନୁ ତୁୁୁମର ଅବିିିରଳ ଝର ବହେ।

ଭଗବାନ ନୟନ ଶିଳ୍ପୀ

Rate the content


Originality
Flow
Language
Cover design

Comments

Post


Some text some message..