ବିଦେଶି ମଦ
ବିଦେଶି ମଦ
ବନ୍ଦ କରିଲେ ମଦ ଦେକାନ
ଯାହା ଅଛି ରାସ୍ତା କଡ଼ରେ,
କିଞ୍ଚିତ ନାହିଁ ଦୁଃଖ ମୋ ମନରେ...!
କାରଣ:-
ମୁଁ ଆସ୍କା ଫଟିରେ କରୁଚି ବ୍ରସ
ଜଳଖିଆରେ ନଉଚି ସଲପ ରସ
ଗାଧୁଆ ବେଳାରେ ଖଜୁରି ତାଡ଼ି
ଉପର ବେଳାକୁ ମହୁଲି ମୁଢି
ସଂନ୍ଧ୍ୟା ବେଳକୁ କୁସୁନା ପିଏ
ରାତି ହେଲେ ଭାଟିକୁ ଯାଏ
ମଣି, ଆଉ କିଛି କହିବ...?