STORYMIRROR

Kamal Pattnaik

Comedy

2  

Kamal Pattnaik

Comedy

ଲାଟିନ କବାଟରେ ନାଁ

ଲାଟିନ କବାଟରେ ନାଁ

1 min
2.3K


କଲେଜ କାନ୍ଥଠୁ ଲାଟିନ କବାଟ

ସବୁଠି ଲେଖାଅଛି ପ୍ରିୟା ତୁମର ମୋର ନାଁ

ଯଦି କେବେ ପ୍ରିୟା ତୁମେ ପଢିବ

ତଳେ ଲେଖିଦେବ ଫୋନ ନମ୍ବର ଆଉ କୋଉ ଗାଁ

ପାରିବ ଯଦି ମିସ କଲଟେ ଦବ

ଏପଟୁ କରିବି ମୁଁ କଲ ବ୍ୟାକ ଲାଗୁଛି ଖାଁ ଖାଁ

ଭାଇକୁ ତୁମର ମଝିରେ ପୁରାନା

ଜେଲ ଫେରନ୍ତା କଏଦି ଦେଖିଲେ ଲଗୁଛି ଛାନିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy