STORYMIRROR

Kamal Pattnaik

Comedy

2  

Kamal Pattnaik

Comedy

ଲେକଚର ଶଳା କିରାଣି ସାଆରେ…

ଲେକଚର ଶଳା କିରାଣି ସାଆରେ…

1 min
14.2K


କଲେଜ ପିଲାଙ୍କ ନଲେଜ ପ୍ରବଳ
ରଖନ୍ତି ସମ୍ପର୍କର ସେତୁ ବଢେଇ...
ବରଷ ଯାକ କିଲାସ ନକରି
ଭଣ୍ଡାମିରେ ଦେଲେ ଉଡେଇ,
ପରୀକ୍ଷା ବେଳକୁ ଉପସ୍ଥାନ ନାହିଁ
ଖୋଜା ପଡନ୍ତି ପିଅନ ଭାଇ,
ଭାଇ ମନ୍ତ୍ରଣାରେ ମାରନ୍ତି ଡିଆଁ
ପିଲାଏ ଆମର ସାରେ ସାରେ କହି,
କିରାଣି ସବୁ ସାରେ ହୁଅନ୍ତି
ଉପସ୍ତାନ ସଂଖ୍ୟା ଦେଲେ ବଢେଇ,
ଲେକଚର କଥା କିଏ ଶୁଣୁଚି
ପଢାଏ ବକର ବକର ହୋଇ,
ସନମାନ ଦେଇ ଡାକୁଛ ଶଳା
ସିଏ, ତୁମ କୋଉ ଭାରିଜାର ଭାଇ ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy