Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Kamal Pattnaik

Others Comedy


2  

Kamal Pattnaik

Others Comedy


ବନ୍ଧୁ

ବନ୍ଧୁ

1 min 369 1 min 369

କାହାକୁ ଡାକିଲି ଓଥରା ଛପର

କାହାକୁ ଡାକିଲି ଡଲି

ଆଉ କାହାକୁ ଫଟା ରସିକଲୋ

କିଏ ପୁଣି ସଜ ମଲ୍ଲି ।

ବନ୍ଧୁ ବୋଲି ମୋର ଖାଲି,

ମିଛ ସତ କହି ଯାଉଛି ମୁଁ ଖସି

ଗାଲ ପଡୁନେଇଁ ନାଲି ।


Rate this content
Log in