STORYMIRROR

Kamal Pattnaik

Comedy

2  

Kamal Pattnaik

Comedy

ବିଦେଶି ମଦ

ବିଦେଶି ମଦ

1 min
14.3K


ବନ୍ଦ କରିଲେ ମଦ ଦେକାନ
       ଯାହା ଅଛି ରାସ୍ତା କଡ଼ରେ,
       କିଞ୍ଚିତ ନାହିଁ ଦୁଃଖ ମୋ ମନରେ...!
କାରଣ:-
ମୁଁ ଆସ୍କା ଫଟିରେ କରୁଚି ବ୍ରସ
ଜଳଖିଆରେ ନଉଚି ସଲପ ରସ
ଗାଧୁଆ ବେଳାରେ ଖଜୁରି ତାଡ଼ି
ଉପର ବେଳାକୁ ମହୁଲି ମୁଢି
ସଂନ୍ଧ୍ୟା ବେଳକୁ କୁସୁନା ପିଏ
ରାତି ହେଲେ ଭାଟିକୁ ଯାଏ

ମଣି, ଆଉ କିଛି କହିବ...?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy