STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ଇନ୍ଦ୍ରଙ୍କ କୋପ

ଇନ୍ଦ୍ରଙ୍କ କୋପ

1 min
387

ପାଣି ଟୋପାଟି ରେ ମା' ମାଟିଟା ଭିଜେ

ମଦ ଟୋପାଟିରେ ଦେହ

ସେ ଭିଜା ମାଟିରେ ସମ୍ପଦ ହସିବ

ଶୋଭିଵ କି ମଦୁଆ ଦେହ


ନାହିଁ ପୂଜାର୍ଚ୍ଚନା ଜଳାଧୀଶ ପାଇଁ

ହସେ ଏବେ ମଦ ଭାଟି

ଚାଷ କ୍ଷେତ ହିଡ଼େ ପାଦ ରଖି ସର୍ବେ

ଵଳାଅ ମନକୁ ସେଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract