STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସତ୍ୟର ସାରଥୀ

ସତ୍ୟର ସାରଥୀ

1 min
328

ସତ୍ୟର ସାରଥୀ ମୁଣ୍ଡ ବିକେ ନାହିଁ

ଅକାଳେ ବିପଦେ ପଡିଲେ

ମିଛ କହେ ନାହିଁ ନିଜ ସ୍ୱାର୍ଥ ପାଇଁ

ପରକୁ କେବେ ବି ଦୁଃଖଟିକେ ଦିଏ ନାହିଁ


ସତ୍ୟର ସାରଥୀ ଅଧାବାଟେ ଛାଡି

ଧୋକା ଦିଏ ନାହିଁ କେବେ

କଥା ଦେଇ କଥା ଭୁଲିଯାଏ ନାହିଁ

ମରିଯିବ ପଛେ ସିଏ


ସତ୍ୟର ସାରଥୀ ସୁବିଧା ଦେଖିକି

କଥା ପାଲଟାଏ ନାହିଁ

ସେଥିପାଇଁ ସିନା ସଭିଙ୍କ ମନରେ

ଜାଗା ଟିଏ ପାଏ ସେହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract