STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ପଣତ କାନୀ

ପଣତ କାନୀ

1 min
13K


ତା ପାଖେ ବି ଅଛି ପଣତ କାନୀ

ଯଦିଓ ସେ ଜଣେ ମଣିଷ ନୁହେଁ।

ନିଜ ପର ଅବା ଜାତି ଅଜାତି

ତୂଳିିିବା ତିଆରି ଧରମ ନୁହେଁ।

ମମତା ପଣରେ ବାଣ୍ଟି ଥାଏ ସିଏ

ବାତ୍ସଲ୍ୟ ସ୍ନେହର ଶ୍ରାାବଣୀଧାରା

ମଣିଷ ପାଖରେ ଖୋଜି ବସିଲେ ବି

ମିଳେ ନାହିଁ ସେହି ପ୍ରେମ ନିଆରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract