Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Tragedy

3  

Santosh Pattnayak

Tragedy

ତୁମେ ଗଲାପରେ

ତୁମେ ଗଲାପରେ

1 min
929



ତୁମ ଗଲାପରେ –

ପ୍ରିୟା …..

ତୁମେ ଚାଲିଗଲା ପରେ

ଅତୀତ ହଜିଲା

ସମୟ ସ୍ରୋତରେ ,

ହୃଦୟ ଜଳୁଛି

ବିରହ ନିଆଁରେ

ସରି ସରି ଯାଏ ,

ଜୀବନ ସଳିତା

ବଢିବଢି ଚାଲେ,

ମନତଳ ବ୍ୟଥା

ଝୁଣ୍ଟିଝୁଣ୍ଟି ଚାଲେ ,

ଜୀବନର ପଥ

ପଦେପଦେ ହୁଏ ବ୍ୟଥା

ଭାବିଭାବି ତୋ’କଥା

ଅନ୍ତରରୁ ସୁରେ

ଲେଖନୀରୁ ଝରେ

ଏଇ ଜୀବନର ଗାଥା…..


ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


Rate this content
Log in

Similar oriya poem from Tragedy