Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୮୬

ଜୀବନ ଗୀତା-୨୮୬

1 min
499


ଜ୍ୱଳାମୟ ଜୀବନରେ

ଜଳୁଛି ଜଳିବି

ଜଳିଜଳି ତା ମଧ୍ୟରୁ

ସୁଧା ସାଉଁଟିବି ॥୦॥

ଶିଖା ହୋଇ ଜଳିବାରେ

ଯେତିକି ଆନନ୍ଦ

ଜ୍ଞାନର ଆଲୋକ ଦାନେ

ତାଠୁଁ ମହାନନ୍ଦ

ଜୀବ ଥିବାଯାଏ ଜ୍ଞାନ-

ସୁଧା ବାଣ୍ଟୁଥିବି ॥୧॥

ବେସାଲିସ ଜୀବନ ମୋ

ସାଲିସ ବିହୀନ

ମାତାପିତା କେବଳ ମୋ

ପୂଜ୍ୟ ଭଗବାନ

ତାଙ୍କ ପାଦେ ସଦା ନତ-

ଶିର ମୁଁ ରହିବି ॥୨॥




Rate this content
Log in

Similar oriya poem from Inspirational