Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract

3  

Raja Sekhar CH V

Abstract

ବିଶୃଙ୍ଖଳାରେ ଜୀବନ

ବିଶୃଙ୍ଖଳାରେ ଜୀବନ

1 min
258


ବେଳେ ବେଳେ ଜୀବନରେ ଆସନ୍ତି କଷ୍ଟ ସ୍ଥିତି,

ବିଶୃଙ୍ଖଳାରୁ ହୋଇ ପରେ ମାନସିକ ସ୍ଥିରତା ହଜେଇବାର ପରିସ୍ଥିତି |୧|


ଆସି ପାରେ ଭଲ-ମନ୍ଦ ବାଛିବାର କ୍ଷଣ,

ସଠିକ ନିର୍ଣ୍ଣୟ ନେବାର ଏହା ଉପଯୁକ୍ତ କ୍ଷଣ |୨|


ନିଜ ସ୍ୱାର୍ଥ ହେତୁ କରିବାର ନାହିଁ ଖରାପ ଲୋକର ସମର୍ଥନ,

କୌଣସି ସମୟରେ ଏହା ସୃଷ୍ଟି କରି ପାରିବ ବିବାଦ କଥୋପକଥନ |୩|


ପାର୍ଥସାରଥୀ ପାର୍ଥଙ୍କୁ ଅବଦାନ କରିଲେ ଗୀତାଜ୍ଞାନ,

ନିର୍ଣୟାତ୍ମକ ସ୍ଥିତିରେ ବହୁ ସହାୟକ ଏହି ବ୍ରହ୍ମଜ୍ଞାନ |୪|


ସଦା ରଖିବାର ଅଛି ନିଜ ଦକ୍ଷତା କାର୍ଯ୍ୟକୁଶଳତା ପ୍ରତି ଆତ୍ମବିଶ୍ୱାସ,

ଦି' ଛକରେ ଜୀବନ ରହିଲେ ବି ଭୁଲିବାର ନାହିଁ କାଳିଆଙ୍କ ଆଶିଷ ପ୍ରତି ବିଶ୍ୱାସ |୫|


Rate this content
Log in

Similar oriya poem from Abstract