Liza Senapati
Abstract
ଭାରି ନିଜର ଏ ଜହ୍ନ ରାତି,
ତା ସାଥେ ସାଇତା ,
ସ୍ମୃତି ମୋର କେତେ ।
ରାତି ଚାଲିଯାଏ,
ସୁରୁଯ ବି ଫେରେ,
ଅପେକ୍ଷା କେବଳ ଜହ୍ନ ରାତିର,
ଟିକି ଟିକି ତାରା ଫୁଲ,
ସେଇଠି ପ୍ରେମର ମହକ,
ଗୁମ୍ ସୁମ୍ ଏ ରାତି,
ମୋ ସାଥେ ତୁମ,
ସ୍ମୃତିର କେଇ ବୁନ୍ଦା ଝଲକ,
ଏ ଜହ୍ନ ସତରେ ଅଭୁଲା।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
ଚାକିରୀ ଚାକିରୀ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ବିଜୟା ଦଶମୀ ବିଜୟା ଦଶମୀ
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ