Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଗ୍ରାମ୍ୟ ମେଳନ

ଗ୍ରାମ୍ୟ ମେଳନ

1 min
107


ଗାଆଁ ହାଟରେ ଜନଙ୍କର

ହୁଏ କେତେ ପ୍ରକାରର ଗଳ୍ପ,

ଗାଆଁ ମେଳାରେ ଲୋକଙ୍କ

ମିଳେ କେତେ ଯେ ବିକଳ୍ପ,

ଜିନିଷର କିଣାବିକା ହୁଏ

ଯେଉଁଠି ବେଶୀ କିମ୍ବା ଅଳ୍ପ ଅଳ୍ପ,

କାହା କାହା ପାଖେର ଥାଏ

ନଗଦ ଟଙ୍କା ଅଧିକ ଅଥବା ସ୍ୱଳ୍ପ,

ଲୋକ ଲୋକର ଅଛି ପୁଣି

ନିଜ ନିଜର ଭିନ୍ନ ଭିନ୍ନ ସଙ୍କଳ୍ପ,

ଶୁଣିବାକୁ ଦେଖିବାକୁ ମିଳେ

ଏଇଠି ନୂଆ ପୁରୁଣା ପ୍ରକଳ୍ପ,

ବର୍ଷ ପରେ ବର୍ଷ ବଦଳୁଥାଏ

ଗ୍ରାମୀଣ ଉତ୍ସବର କାୟାକଳ୍ପ,

ଗ୍ରାମ୍ୟ ମେଳନ ସମ୍ମେଳନ

ସ୍ୱୟଂ ଏକ ସୁନ୍ଦର ଜୀବନ୍ତ ଗଳ୍ପ !!


Rate this content
Log in

Similar oriya poem from Abstract