Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Romance

2  

Sasmita Acharya

Romance

ଅନାବନା ଭାବନା

ଅନାବନା ଭାବନା

1 min
1.3K


ରୁଷିଲେ ମୁଁ ରୁଷି ପାରେନା

ହସିଲେ ମୁଁ ହସି ପାରେନା

ସାଥୀ ତୋ ବିନା

ଭୁଲିଲେ ମୁଁ ଭୁଲି ପାରେନା

ଜିଇଁଲେ ମୁଁ ଜିଇଁ ପାରେନା

ସାଥୀ ତୋ ବିନା ||


ତୁ ଆସୁ ଏମିତି

ହସୁ ଏମିତି

ଛୁଇଁ ଦେଇ ଚାଲିଯାଉ

ଦୂରରୁ ଯେମିତି

ରହି ହୁଏନା ଦୂରେ ସାଥୀ

ରହି ହୁଏନା ତୋ ବିନା ||


Rate this content
Log in

Similar oriya poem from Romance