STORYMIRROR

Sasmita Acharya

Inspirational

2  

Sasmita Acharya

Inspirational

ଏଇ ମାତୃ ହୃଦୟର

ଏଇ ମାତୃ ହୃଦୟର

1 min
13.7K


ତୁ ରୁଷି ଗଲେ

ମୋ ଦୁନିଆଟା

କିଟ୍ ମିଟ୍ ଅନ୍ଧାର

ତୁ ହସୁଥିଲେ

ହସୁଥାଏ ମୋ

ସୁନାର ସଂସାର ||


ତୋର ମୋର ସଂପର୍କ

ଜନ୍ମଜନ୍ମାନ୍ତରର

ସ୍ନେହ ମମତାର

ତୋ ବିନା ଶୂନ୍ୟ

ସବୁକିଛି ପରା

ଏଇ ମାତୃ ହୃଦୟର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational