STORYMIRROR

Sasmita Acharya

Others

2  

Sasmita Acharya

Others

ଲୁହ ଯଦି କେବେ ହୁଅନ୍ତା ନିଜର

ଲୁହ ଯଦି କେବେ ହୁଅନ୍ତା ନିଜର

1 min
2.5K


ଲୁହ ଯଦି କେବେ ହୁଅନ୍ତା ନିଜର

ହସ ମୁଁ କରନ୍ତି ପର

ହସ ଯଦି କେବେ ହୁଅନ୍ତା ନିଜର

ଲୁହ ମୁଁ କରନ୍ତି ପର ||

ହେ କଳା ଠାକୁର...

ହେ କଳା ଠାକୁର…

ଏ ତୋର ମାୟା ସଂସାର

କେହି ନୁହେଁ ଆପଣାର

ସବୁ ଏଠି ପର ||

ହାତ ଧରି ନେ ମୋର

ସଖା ତୁ ଅଟୁ

ଏକା ମୋ ନିଜର ||

ହେ କଳା ଠାକୁର…

ହେ କଳା ଠାକୁର..

ହେ କଳା ଠାକୁର…


Rate this content
Log in