STORYMIRROR

Sasmita Acharya

Others

2  

Sasmita Acharya

Others

ସଂପର୍କର ସୂତା ଖିଅଟା

ସଂପର୍କର ସୂତା ଖିଅଟା

1 min
13.9K


ସଂପର୍କର ସୂତା ଖିଅଟା

ଭାରି କମ୍ ଜୋର୍ ଲାଗେ

ତଥାପି ଧରି ବାନ୍ଧି ଚାଲିବାକୁ ହୁଏ

ସମସ୍ତେ ସୁଖର ସାଥୀ ବୋଲି ତ

ସୁଖଟା ବାଧ୍ଯତାମୁଳକ ହେଇଯାଏ

ବାସ୍ କିଛି କ୍ଷଣ ନିଜକୁ ଦୂରେଇ ନେଇ

ପୁଣି ମିଶିଯିବାକୁ ହୁଏ

ଜୀବନର ସ୍ରୋତରେ

ଖୁବ୍ ନୀରବରେ....ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍