STORYMIRROR

Sasmita Acharya

Others

2  

Sasmita Acharya

Others

ପ୍ରେମ ଗୋଟେ ଛଳନା

ପ୍ରେମ ଗୋଟେ ଛଳନା

1 min
2.9K


ପ୍ରେମ ଗୋଟେ ଛଳନା

ବେଶି ମିଳେ ପ୍ରତାରଣା

ବିଶ୍ଵାସଟା କମ୍ ପୁଣି

ବେଶି ଥାଏ କାମନା ||

ତଥାପି ଏ ମନ କାହିଁ

ହୁଏ ଆନମନା

ପ୍ରେମ ବିନା ଦୁନିଆରେ

କେବେ ବଞ୍ଚି ପାରେନା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍