STORYMIRROR

Sasmita Acharya

Others

2  

Sasmita Acharya

Others

ସ୍ଵପ୍ନ

ସ୍ଵପ୍ନ

1 min
12.4K


ଜୀବନର ଦୋଛକିରେ

ଅଜଣା ବାଟୋଇଟେ ପରି

ଧରିନିଏ ହାତ ମୋର

କେବେ ହସାଏ

କେବେ ରୁଷି ଯାଇ କନ୍ଦାଏ

କେବେ ପୁଣି ହଜିଯାଏ

ଛାଡ଼ି ଚାଲିଯାଏ

କେବେ ଆସି ମିଳିଯାଏ

କୋଉ ଜଣା କି ଅଜଣା ଘାଟରେ

ପାଏନି ତା ପରିଚୟ

ମରୀଚିକା ପଛେପଛେ

ସମୟଟା ସରିଯାଏ

ସେଇ ଅଜଣା ବାଟରେ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍