STORYMIRROR

Sasmita Acharya

Others

2  

Sasmita Acharya

Others

ଅପେକ୍ଷାରେ ଅପେକ୍ଷାରେ

ଅପେକ୍ଷାରେ ଅପେକ୍ଷାରେ

1 min
13.5K


କଲମରୁ କାଳି ସରିଆସେ

ହୃଦୟ ରୁ ଭାବ ହଜିଆସେ

ମନ ଅଭିଧାନରୁ ଶବ୍ଦ ମାନେ

ଅଣନିଶ୍ବାସି ହୋଇ

ମୁକ୍ତିର ପଥ ଖୋଜନ୍ତି

ଅଭିମାନ ଭରା ଆଖିର

ଦୁଇ ଧାର ଲୁହ ଅଧାଶୁଖା ରହିଯାଏ

ସମୟର ଅପେକ୍ଷାରେ ଅପେକ୍ଷାରେ

ମରୀଚିକାରେ ଶୋଷ ମେଣ୍ଟିଯାଏ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍