STORYMIRROR

Sasmita Acharya

Others

2  

Sasmita Acharya

Others

ଜୟ ମା ମଂଗଳା

ଜୟ ମା ମଂଗଳା

1 min
12.9K


କରି କରାଉ ଥାଉ ତୁହି

ତୋ ବିନା ଆନ ଗତି ନାହିଁ

ଅଭିମାନୀ ଏ ମନ ମୋର

ଲୀଳା ତୋହର ବୁଝେ ନାହିଁ ||

ଆଶା ବିଶ୍ବାସ ମନେ ରଖି

ଦୟାକୁ ତୋର ରହେ ଚାହିଁ

ଦୟା ନ କଲେ ଯିବି ମରି

ନିନ୍ଦା କି ତୋତେ ହେବ ନାହିଁ ||


Rate this content
Log in