Puspanjali Panda

Abstract

4.9  

Puspanjali Panda

Abstract

ଆଉଥରେ

ଆଉଥରେ

1 min
409


ସ୍ୱପ୍ନ ପରି ଲାଗୁଛି,

ସେଦିନର ଟିକେ ଦେଖା ତମସହ

କେଇଟା ମୁହୂର୍ତ୍ତ ର ଆଖି ମିଶାଇ ଚାଲି ଗଲ

ପୁଣିଥରେ ଆସନ୍ତନି

ମିଛରେ ହେଉପଛେ

ମୋ ମନକୁ ସତସତିକା

ଖୁସୀ ମିଳନ୍ତା

ଆଉକିଛି ଦିନ 

ସ୍ୱପ୍ନ ରେ ,ତମସହ ବଞ୍ଚି ହୁଅନ୍ତା


Rate this content
Log in

Similar oriya poem from Abstract