ବାସ୍ତବ
ବାସ୍ତବ
କେବେ ତୁମପାଇଁ
ଦର୍ଶନେ ଥାଏ
ବାସ୍ତବକୁ ହତ୍ୟା କରି,
କେବେ ପୁଣି ଏକ
କଠୋର ସତ୍ୟଟେ
ଶୀତଳ ମୃତ୍ୟୁ ପରି।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
କେବେ ତୁମପାଇଁ
ଦର୍ଶନେ ଥାଏ
ବାସ୍ତବକୁ ହତ୍ୟା କରି,
କେବେ ପୁଣି ଏକ
କଠୋର ସତ୍ୟଟେ
ଶୀତଳ ମୃତ୍ୟୁ ପରି।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ