କାଳିଆ ସର୍ବସ୍ୱ
କାଳିଆ ସର୍ବସ୍ୱ
ବୁଲି ଆସ ପଛେ କାଶୀ ବୃନ୍ଦାବନ
ଅଛି ଯେତେ ପୂଣ୍ୟ ତୀର୍ଥ
କାଳିଆ ଦର୍ଶନ ବିନା ତୀର୍ଥଫଳ
ହୋଇଥାଏ ସବୁ ବ୍ୟର୍ଥ
ପାଖେ ଅଛି ବୋଲି କେବେ ହେଲେ ତାକୁ
ହେୟ ବା ହେଳା ନ କର
ସେ ହିଁ ଜ୍ଞାନଦାତା ସେ ବି ମୁକ୍ତିଦାତା
ସର୍ବସ୍ୱ ଅଟେ ତୁମର
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ବୁଲି ଆସ ପଛେ କାଶୀ ବୃନ୍ଦାବନ
ଅଛି ଯେତେ ପୂଣ୍ୟ ତୀର୍ଥ
କାଳିଆ ଦର୍ଶନ ବିନା ତୀର୍ଥଫଳ
ହୋଇଥାଏ ସବୁ ବ୍ୟର୍ଥ
ପାଖେ ଅଛି ବୋଲି କେବେ ହେଲେ ତାକୁ
ହେୟ ବା ହେଳା ନ କର
ସେ ହିଁ ଜ୍ଞାନଦାତା ସେ ବି ମୁକ୍ତିଦାତା
ସର୍ବସ୍ୱ ଅଟେ ତୁମର
ଚିତ୍ତ ରଞ୍ଜନ ଲେଙ୍କା (କଟକ)