Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କାଳିଆ ସର୍ବସ୍ୱ
କାଳିଆ ସର୍ବସ୍ୱ
★★★★★

© Chittaranjan Lenka

Inspirational Others

1 Minutes   6.7K    2


Content Ranking

ବୁଲି ଆସ ପଛେ                କାଶୀ ବୃନ୍ଦାବନ

ଅଛି ଯେତେ ପୂଣ୍ୟ ତୀର୍ଥ

କାଳିଆ ଦର୍ଶନ                  ବିନା ତୀର୍ଥଫଳ

ହୋଇଥାଏ ସବୁ ବ୍ୟର୍ଥ


ପାଖେ ଅଛି ବୋଲି       କେବେ ହେଲେ ତାକୁ

ହେୟ ବା ହେଳା ନ କର

ସେ ହିଁ ଜ୍ଞାନଦାତା             ସେ ବି ମୁକ୍ତିଦାତା

ସର୍ବସ୍ୱ ଅଟେ ତୁମର


ଚିତ୍ତ ରଞ୍ଜନ ଲେଙ୍କା (କଟକ)

କାଶୀ ତୀର୍ଥ କାଳିଆ

Rate the content


Originality
Flow
Language
Cover design

Comments

Post

Some text some message..