STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଯଦି

ଯଦି

1 min
306

ବିନା ପରିଶ୍ରମେ ଅବା ଯେ ଉଦ୍ୟମେ

ହେଉଥା'ନ୍ତା ଯଦି ସ୍ବପ୍ନ ପୂରଣ

ନଶୋଇ ରାତିରେ ସପନ ସଜାନ୍ତି

ଅଳସୁଆ ହୋଇ ଖାଆନ୍ତି ପାନ


ବିନା ବିଦ୍ୟା ବିନା ଶିକ୍ଷାରେ ଜୀବନେ

ଯଦି ସଫଳତା ମିଳିଯାଆନ୍ତା

ନିଜ ଘରେ ବସି ଚା ମୁଁ ପିଅନ୍ତି

ଗୁଳି ଖଟିରେ ମୋ ଦିନ ସରନ୍ତା


ବିନା ସଂଘର୍ଷରେ ବିନା ପ୍ରୟାସରେ

ଯଦି କଷ୍ଟ ସବୁ ସୁଧୁରିଯା'ନ୍ତା

ସାଙ୍ଗ ସାଥି ସଙ୍ଗେ ମେଳି ମୁଁ କରନ୍ତି

କେତେ ଭୋଜିଭାତ ଆଉ ମଜା ହୁଅନ୍ତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract