STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ତୁମେ କି ଚତୁର?

ତୁମେ କି ଚତୁର?

1 min
444

ତାଙ୍କୁ ସତ କହି ମତେ ମିଛ କହି

ଭାବୁଛ ନିଜକୁ ଚତୁର

ଜାଣିନକି ତୁମେ ଏହା

ଅଟେ ଦୟା ତୁମ୍ଭପ୍ରତି ଆମ୍ଭର


ଆଗରେ ମିଠାରେ କହି ଦେଇ ତୁମେ

ପଛରେ କହୁଛ ଆମ୍ଭେ ଖରାପ

ଜାଣିନକି ଏହା ଅଟଇ ଅଧର୍ମ

କାପୁରୁଷ ହୋଇ କରୁଛ ପାପ


ଆମେ ଭଲ କଲେ ଖରାପ କହିବ

ଆଉ କେତେ ଯେ ଭୋକିବ

ତୁମେ ପାପ କଲେ, ଅଧର୍ମେ ଚଳିଲେ

ସଭିଙ୍କୁ ଅସତ୍ୟ କହି ବୁଲିବ


ନିଜେ ସିନା ତୁମ୍ଭେ ସବୁ ଜାଣିଶୁଣି

ଭାବୁଛ ନିଜକୁ ଚତୁର

ସମୟ ଆସିବ ନିଶ୍ଚୟ ଦେଖିବ

ଭସ୍ମ ହେବ ତୁମେ ଆଉ ତୁମ ବିଚାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract