Ghanashyam Biswal
Abstract
ଦୁଃଖର ଦରଦୀ ସାଥି ହୋଇ ଯିଏ
ତୁମର ସହାୟ ହେବ
ଜାଣିବ ସେ ଅଟେ ଏ କଳିଯୁଗରେ
ଅଟଇ ସତ୍ୟ ବାନ୍ଧବ
ନିଜ ସ୍ୱାର୍ଥ ପାଇଁ ଦେଶ ଜାତି କଥା
ଯିଏ ଭାବି ନ ପାରିବ
ଜାଣିବ ସୁଜନେ ସ୍ୱାର୍ଥପର ସିଏ
ଅକାଳେ ଛୁରୀ ମାରିବ
ଖୋଲାକଥା
ମନକଥା
ସିଧା କଥା
ମୋ ସପନ
ଦେଶଭକ୍ତ
ସହିବାକୁ ହେବ
ସନ୍ଦେହ
ମୂର୍ଖ
ପ୍ରେମିକ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ଈର୍ଷା ଈର୍ଷା
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ