Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract

2  

Prasanna Kumar Madala

Abstract

ଦଶାନନର ଭିକ୍ଷା

ଦଶାନନର ଭିକ୍ଷା

1 min
6.8K


ଦଶାନନର ଭିକ୍ଷା 

 

ସୂର୍ଯ୍ୟବଂଶୀ କୂଳବଧୁ 

ବୈଦେହୀ ତ ସଂକଳ୍ପ କଲେ 

ପ୍ରଥମ ପାଦ ଥୋଇ 

ଅଯୋଧ୍ୟାର ରାଜନିବାସେ 

ପରମ୍ପରାର ଅନୁସାରେ ଅନୁଷ୍ଠାନ 

ପ୍ରଥମ ଭିକ୍ଷା ଦାନ ପାଇଁ 

ଏପରି ଦ୍ବିଜଶ୍ରେଷ୍ଠେ, ଯିଏ କେବେ 

ଭିକ୍ଷା ନେଇ ନଥିବ କି ପରେ ନେବନାହିଁ । 

ପାତ୍ର ଚୟନ କଲେ ଗୁରୁ ଗଣେ 

ରାବଣ ଠୁଁ ଯୋଗ୍ୟ ନାହାନ୍ତି ବ୍ରାହ୍ମଣେ 

ସିଏ ପୁଣି ଯାଚନା କଲେ ସୀତା ମାତା 

ସ୍ବୟଂ ଚାଲନ୍ତୁ ସାଥେ, 

ଆରାଧନା କରି ନିରନ୍ତର 

ମୋକ୍ଷ ହେବ ବୋଲି ନାରାୟଣ ହାତେ। 

ପ୍ରକାଶିଲେ ସୀତା ଅକ୍ଷମତା 

ଆଉ ସଂକଳ୍ପବଦ୍ଧ ଦଶାନନ 

କହିଗଲା ଆଉଥରେ କେବେ 

ଭିକ୍ଷା ରୂପେ ନେଇ ଯିବା ପାଇଁ 

ମୋକ୍ଷ ହେବ ବୋଲି ନାରାୟଣ ହାତେ 

ସ୍ବ ବଂଶ ସହିତେ ।। 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in

Similar oriya poem from Abstract