STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
122

ପ୍ରତ୍ୟକ୍ଷରେ ହୋଉ,

ପରୋକ୍ଷରେ ହୋଉ,

ଗୁରୁଜନଙ୍କୁ ନିତ୍ୟେ ମନେ ପକାଉ,

ତାଙ୍କ ମାର୍ଗଦର୍ଶନକୁ ମନେ ପକାଉ,

ଜୀବନ-ସାଗରେ ଆସିବେ କେତେ ଯେ ଢେଉ,

ଗୁରୁଜନଙ୍କ ପରାମର୍ଶ ଅଭିପ୍ରାୟ ମନେ ପକାଉ,

ଜ୍ଞାନଶକ୍ତି ପାଇ ସଫଳତା ସହ ପହଁରିକି ପାରି ଯାଉ,

ଗୁରୁ ଦିବସକୁ ତେଣୁ କରି ବହୁତ ବହୁତ ଭଲ ପାଉ,

ନିଜ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅମୁଲ୍ୟ ବଚନ ଭାବିକି ତରି ଯାଉ !


Rate this content
Log in

Similar oriya poem from Abstract