Audio

Forum

Read

Contests

Language


Write

Sign in
Wohoo!,
Dear user,
॥ ପ୍ରତୀକ୍ଷା॥
॥ ପ୍ରତୀକ୍ଷା॥
★★★★★

© Prasanta Bhunya

Abstract

1 Minutes   6.6K    4


Content Ranking

ଇହକାଳରୁ ପରକାଳ ଯାଏଁ;

ପୃଥ୍ବୀରୁ ମହାଶୂନ୍ୟ ଯାଏଁ;

ଅସମ୍ପୂର୍ଣ୍ଣରୁ ପୂର୍ଣ୍ଣପ୍ରାଣ ଯାଏଁ ।

ପ୍ରତୀକ୍ଷା ଜାଣେନା ଜାତି-ଧର୍ମ-ବର୍ଣ୍ଣ;

ପ୍ରତୀକ୍ଷା ବୁଝେନା ଜୀବ - ଦେବ;

ପ୍ରତୀକ୍ଷାର ପରିଭାଷା ଅତୀବ ଗହନ ।

- ପ୍ରଭୂ

ମହାଶୂନ୍ୟ ପ୍ରତୀକ୍ଷା ଗହନ

Rate the content


Originality
Flow
Language
Cover design

Comments

Post


Some text some message..