Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରୀତିମୈନା-୫
ପ୍ରୀତିମୈନା-୫
★★★★★

© Ram Prasad Bisoi

Romance Tragedy Others

1 Minutes   49    1


Content Ranking

ଚାନ୍ଦ ହସୁଛି,

ସେ ଦିନ ବି ହସୁଥିଲା 

ଆକାଶରେ 

ନଡିଆ ଗଛର ବାହୁଙ୍ଗା କଡେ ରହି

ଆଜି ବି ସେଦିନ ବି ଥିଲା ଶରତପୂର୍ଣ୍ଣିମା 

ଖାଲି 

ତଫାତ ଏତକ,

ସେଦିନ 

ତୁମେ କହିଥିଲ

ପ୍ରେମ ମାଗେ 

ତ୍ୟାଗ ଓ ବଳିଦାନ,

ଫେରି ଆସିଲି ପଛକୁ ନ ଚାହିଁ ଏ ଯାବତ

ଆଜି କିନ୍ତୁ

ଚାନ୍ଦର ଶୀତଳଛାୟା ତଳେ ରହି ଜଳୁଛି 

ଅହରହ,

ପ୍ରୀତିମୈନା

ତୁମ ପ୍ରେମରେ ସବୁରାତି

ଚାନ୍ଦକୁ ଦେଖି!

©®କାଶ୍ୟପ

ରାୟଗଡା ।

ପ୍ରେମ ନଡିଆ ଗଛ ଦୁଃଖ

Rate the content


Originality
Flow
Language
Cover design

Comments

Post

Some text some message..