Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ
ମୁଁ
★★★★★

© Ajaya Mahala

Romance

1 Minutes   1.2K    4


Content Ranking

ମୋ କୈଶୋର ବିନା ବଇନି ସକାଳେ

ତୁ ଚିହ୍ନରା ପ୍ରଥମ ଉଧାରୀ ଗ୍ରାହକ ||


ବ୍ରହ୍ମଚର୍ଯ୍ୟ ଭାଂଗିବାର ତୁ ପର ସକାଳ

ନତମସ୍ତକ ସେଇଠି ମୁଁ ଦୋଷୀ ବିବେକ ||


ଧୂପଦିଆ ସଂଜର ତୁ ଦୃଷ୍ଟି ବିନିମୟ

ମୁଁ ନୟନେ ଟଣା ଗାଢ଼ କଜଳ ସୁହାଗ ||


ବାସନ୍ତୀଉଷାର ତୁ ଆଦ୍ୟ କୋଳାହଳ

ମୁଁ ଚପଳ ଦିଗହୁଡା ଅଝଟ ବିହଂଗ ||

ମୁଁ ବିବେକ ଗ୍ରାହକ

Rate the content


Originality
Flow
Language
Cover design

Comments

Post


Some text some message..