STORYMIRROR

Malaya Behera

Romance

3  

Malaya Behera

Romance

କାହିଁ କେତେ ଦୂରେ

କାହିଁ କେତେ ଦୂରେ

1 min
135

ସକାଳ ଉଠି ଚାନ୍ଦ ମୁହଁକୁ ଦେଖି

ଦିନଟି କଟେ ଶାନ୍ତିରେ

ସେହି ମୁହଁକୁ ଚାହିଁ ସବୁ ଭୁଲିଯାଏ 

ଭାସିବୁଲେ ପ୍ରେମ ସ୍ୱପ୍ନରେ  ।


ତୁମ କଥା ଆଜି ମନେ ପଡେ ପ୍ରିୟା

ଏହି ମେଘୁଆ ଶୀତ ସଂନ୍ଧ୍ଯାରେ

ତୁମେ ଆଜି ନାହଁ ତୁମ ରୂପ ଛବି

ନାଚିଯାଏ ଆଖି ଆଗରେ ।


ତୁମରି ପରଷ ଖୋଜୁଛି ଏ ମନ

ତୁମେ କାହିଁ କେତେ ଦୂରେ

ଏ ମନର କଷ୍ଟକୁ କେମିତି ବୁଝିବ

ତୁମେ ତ ସାତକାବାଦ ଗାଁରେ ।


ଅନେକ ଆନନ୍ଦ ଅଛି ତୁମ ଆଗମନରେ

କହିବାକୁ କଷ୍ଟ ଏ କଣ୍ଠରେ

ତୁମ ବିରହରେ ତୁମ ପ୍ରିତି ସବୁ 

ରହିଅଛି ଖାଲି ସ୍ମୃତିରେ ।


ଶୀତ ସକାଳର ଅନୁଭୂତି

ଛବି ତୁମର ଦେଖୁଛି

ଅଧାବୁଜା ଆଖି କରି 

ତୁମ କଥା ଭାବୁଛି ।


Rate this content
Log in

Similar oriya poem from Romance