Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Malaya Behera

Romance Others

4  

Malaya Behera

Romance Others

ପ୍ରିୟା

ପ୍ରିୟା

1 min
382


ପ୍ରିୟା ତୁମେ ମୋର ଝରଣା

କେବେ ପୁଣି ମରିଚିକା

ମୁଁ ଏକ ପାଗଳ ପ୍ରେମିକ 

ଖୋଜୁଛି ଏକାଏକା ।


ପ୍ରିୟା ତୁମେ ଯେବେ ଦେଖ ଆଇନା

ସିଏ ବି ନଜର ଲଗାଏ ଦେଖି ତୁମ ନୟନା

ବେଳେବେଳେ ମୋତେ ଲାଗେ ଡର

କାଳେ ଲାଗିଯିବ କାହା ନଜର ।


କେଜାଣି କୋଉ କାରିଗର

ଗଢିଛି ତୁମକୁ

ଦେଖିଲେ ଲାଗୁଛ ସୂନ୍ଦର

ସତେକି ମାଁ ଲକ୍ଷ୍ମୀ ଙ୍କ ଅବତାର ।


ତା ରୂପ ଛବି ନୀତି ମୁଁ ଦେଖୁଛି

ପାଣି ଆଉ ପବନରେ

କୋଉଦିନ ଠାରୁ ଘର କରିଛ

ଏହି ମୋ ମନରେ ।


ମୋ କାହାଣୀର ମୁଁ ନାୟକ ହେଲେ

ସେ ପୁଣି ମୋ ନାୟିକା  

ତୁମ ପାଇଁ ଆଜି ଏ କାହାଣୀ

ଲେଖୁଛି ଏକାଏକା ।।

              


Rate this content
Log in

Similar oriya poem from Romance