STORYMIRROR

shaikh mozahid mahatab

Romance Others

3  

shaikh mozahid mahatab

Romance Others

"ଗୋଲାପୀ ଚିଠି"

"ଗୋଲାପୀ ଚିଠି"

1 min
207


କଳ୍ପନାରେ ହେଉ ଅବା 

ମୋ ବାସ୍ତବତା ରେ, 

ଲେଖୁଛି ଗୋଲାପୀ 

ଚିଠି ଖଣ୍ଡେ ମୁଁ ନିରବରେ ।


ପ୍ରେମର ପୁସ୍ତକ ମୁଁ 

ମୁଁ ପଡ଼ିନାହିଁ,

ମୋ ମନର ଭାବନା 

ଲେଖିଛି ତୁମରି ପାଇଁ!

ଚାହଁ ଯଦି ତୁମେ ତା 

ପ୍ରତିଉତ୍ତର ଦେବ,

ନହେଲେ ଅଲୋଡ଼ା 

ଭାବି ଫିଙ୍ଗିଦବ ।


ତୁମ ପ୍ରେମ ପାଇଁ 

ମୁଁ ଏ ଦୁନିଆ ସହ ଲଡ଼ିବି,

ମୋ ପ୍ରେମର ପରିଭାଷା 

ତୁମକୁ ବୁଝାଇ ଦେଵି ।


ମୋ ପ୍ରଥମ ପ୍ରେମର ଚିଠି 

ସାଇତି ରଖିବ ପ୍ରୀୟା,

ରାଣ ଦଉଛି ନକରିବ ମନା

ଭାଷା ପାଉନାହିଁ କଣ ଲେଖିବି 

ମୋ ମନ ହୁଏ ଆନମନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance