ଫୁଲଟିଏ
ଫୁଲଟିଏ
କଥା ମୋର ଭାରତର
ଅସୁମାରୀ ଆଶା ଭରଷାର।
କେତେ ରଙ୍ଗ କେତେ ବଗିଚା,
ନାଚୁଛି ଆଜି ମୁଁ ମନଇଚ୍ଛା।
ଖୋଜିଛି ଆଜିମୁଁ ସେ ଫୁଲକୁ,
ଯାଇଥିଲା ଯେ ସହୀଦ ହେବାକୁ।
ଘର ଦ୍ୱାର ତା ସଂସାର,
ସବୁକୁ କରିଥିଲା ପର।
ସବୁଦିନ ପାଇଁ ଆଜି ସେ ,
ନିରବି ଯାଇଛି ଯେ।
ବୀରତ୍ବର କଥା କହେ,
ସେ ଫୁଲ ବି କାନ୍ଦିଦିଏ।
ଭୁଲିନି ସେ ସବୁକଥା,
ସହିଥିଲା ପାରି ମଥା।
ଉଠ ଉଠ ମୋର ଭାଇ,
ଦେଶ ପାଇଁ ଥରେ ଯିବା ସହି।
ହେବା ଆମେ ସେହି ଫୁଲ,
ମହାକାଇବା ଦେଶ ଆମର।