କବର ଭିତରେ ସ୍ୱପ୍ନ ମୋର
କବର ଭିତରେ ସ୍ୱପ୍ନ ମୋର
କବର ଭିତରେ ସ୍ୱପ୍ନ ମୋର ୰
***********************
ଆଖିରେ ଥିଲା ଆଖିଏ ସ୍ୱପ୍ନ,
ହେଲେ ପୂରଣ ନ ହେଲା ଗୋଟେ ବି ସ୍ୱପ୍ନ ।।
ଆଉ କି ଦେଖିବି ସ୍ୱପ୍ନ ?
କବର ଭିତରେ ଯେ ସବୁ ସ୍ୱପ୍ନ ।।
(© ଧରିତ୍ରୀ )
କବର ଭିତରେ ସ୍ୱପ୍ନ ମୋର ୰
***********************
ଆଖିରେ ଥିଲା ଆଖିଏ ସ୍ୱପ୍ନ,
ହେଲେ ପୂରଣ ନ ହେଲା ଗୋଟେ ବି ସ୍ୱପ୍ନ ।।
ଆଉ କି ଦେଖିବି ସ୍ୱପ୍ନ ?
କବର ଭିତରେ ଯେ ସବୁ ସ୍ୱପ୍ନ ।।
(© ଧରିତ୍ରୀ )