STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ତୋ ବିନା

ମା ତୋ ବିନା

1 min
206


ମୋ ତୋ ବିନା ଭଲ ଲାଗେ ନାହିଁ

ମା ବିନା ଜୀବନର ମାନେ କିଛି ନାହିଁ

ମା ତୋ ପରି ନିଜର କିଏ କରିବ

ମା ତୋ ବିନା କିଏ ସାହା ହୋଇବ

ମା ବିନା ଜୀବନ ଲାଗେ ଅନ୍ଧାର

ମା ତୋବିନା ଦୁନିଆ ଲାଗେ ପର

ମା ତୋ ବିନା ମନ କିଏ ଜାଣିବ

ମା ତୋ ହାତ ରନ୍ଧା କେଉଁଠୁ ମିଳିବ

ମା ତୋ ଋଣ କିଏ ସୁଝି ପାରିବ

ମା ତୋ ବିନା ଦୁଃଖ କିଏ ନେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational